କଳିଙ୍ଗନଗର କେ-୮ରେ ଜନ ଅସନ୍ତୋଷ

ଖଣ୍ଡଗିରି : କଳିଙ୍ଗନଗର କେ-୮ ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଅଧିବାସୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଭଲ ରାସ୍ତା ନାହିଁ। ସ୍ୱେରେଜ୍‌ ବ୍ୟବସ୍ଥା ନାହିଁ। କମ୍ୟୁନିଟି ହଲ୍‌ ନାହିଁ। କଲ୍ୟାଣ ମଣ୍ଡପ ନାହିଁ। ମାର୍କେଟ୍‌ କମ୍ପ୍ଲେକ୍ସ ନାହିଁ। ପାର୍କ ନାହିଁ। ଆଇନ ଶୃଙ୍ଖଳା ପାଇଁ ପୁଲିସ ବ୍ୟବସ୍ଥା ବି ନାହିଁ। କେ-୮ ବିଡିଏର ବୈମାତୃକ ମନୋଭାବର ଶିକାର ହୋଇଆସୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି … Continue reading କଳିଙ୍ଗନଗର କେ-୮ରେ ଜନ ଅସନ୍ତୋଷ